Daily Archives

September 8, 2024

ଭଏସ ଅଫ କମନ୍ସ# ଭିଜିଲାନ୍ସ ହାତରେ ଆଇ ଏ ଏସ ଅଧିକାରି ଧର୍ମଗଡ ର ଉପଜିଲ୍ଲାପାଳ #

ଦୁର୍ନୀତି ବି ଦେଶଦ୍ରୋହ ଏବେ ରାଜ୍ୟ ରେ ଭିଜିଲାନ୍ସ ବିଭାଗ ହାତରେ ଧରପଡ଼ିଲେଣି ଆଇ ଏ ଏସ ଅଧିକାରୀ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହେଲାଣି ଅଧିକ କ୍ରିୟାଶୀଳ ଆଉ ତତ୍ପର । ଛୋଟ ମାଛ ଧରି ବାହାଦୂରୀ ଦେଖାଉଥିବା ଏହି ବିଭାଗ କୁ ଅତୀତ ରେ ଜନ ସାଧାରଣ ରେ ସମାଲୋଚନା