Daily Archives

September 25, 2024

ନିଶ୍ଚିନ୍ତକୋଇଲି ବସ ସହ ସ୍କୁଟି ଦୁର୍ଘଟଣା ସାଲେପୁର କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ରେ ଏକ ନାଲି ରଙ୍ଗ ଏ ସ୍କୁଟି କୁ ଧକ୍କା ଦେଲା ନାୟକ ନାମକ ଯାତ୍ରୀବାହୀ ବସ ଉଭୟେ କଟକ ଅଭିମୁଖେ ଯିବା ସମୟରେ ନିଶ୍ଚିନ୍ତକୋଇଲି ବଜାର ରେ ଧକ୍କା ହୋଇଥିଲା ବେଳେ ଖବର