Daily Archives

September 21, 2024

ଭରତପୂର ରେ ମହାଭାରତ ଯଦି ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ସେଇ କଥା ଟି କୁ ସ୍ମରଣ କରାଯାଏ ତାହାଲେ ଏ ଯାଏ ଦେଶକୁ ସ୍ଵଧନତା ଆସୁନାହିଁ ବୋଲି କୁହାଯାଇ ପାରେ। କାରଣ ଯୋଉ ଦିନ ଏ ଦେଶ ରେ ଝିଅ ଟି ଏ ମଧ୍ୟ ରାତ୍ରି ରେ ଏକୁଟିଆ ରାସ୍ତା ରେ ଚାଲି ଚାଲି ଯାଇ ପାରିବ ସେଦିନ ଆମେ