Daily Archives

September 16, 2024

ସୀମା ସୁରକ୍ଷା ବାହିନୀ ର ସେବା ନିବୃତ ଯବାନ କୁ ଶୋଭା ଯାତ୍ରା ରେ ପାଛୋଟି ନେଲେ ନିଜ ଗାଁ ଲୋକ ଓ ସାଧାରଣ ଜନତା , ସେ ରାଜନେତା କି ମନ୍ତ୍ରୀ ବିଧାୟକ ନଥିଲେ । ତାଙ୍କୁ କିନ୍ତୁ ଗାଁ କୁ ପଟୁଆର ଶୋଭା ଯାତ୍ରା ରେ ଆଣିବାକୁ ଆସିଥିଲେ ଗାଁ ଓ ଆଖପାଖ ଅଞ୍ଚଳ ର ଶହ ଶହ ସାଧାରଣ ମଣିଷ