Daily Archives

September 2, 2024

** ତାଳଦଣ୍ଡା କେନାଲ :ଜନ୍ମ, ଯୌବନ ଓ ଆସନ୍ନ ମୃତ୍ୟୁ ର ଆଶଙ୍କା ସୁଧାଂଶୁ ମୋହନ ରାଉତ୍**ଦେଢ଼ ଶହ ବର୍ଷ ତଳେ ନ ଅଙ୍କ ଦୂର୍ଭିକ୍ଷ ଯୋଗୁଁ ଓଡ଼ିଶାର ତିନି ଭାଗରୁ ଭାଗେ ଅର୍ଥାତ ଦଶ ଲକ୍ଷ ଲୋକ ଭୋକରେ ମରିଗଲେ l ହାତପାତି ଛତର ନଖାଇ ମୃତ୍ୟୁକୁ ଆଦରି ନେଲେ କେତେ ଓଡ଼ିଆ l ଇଂରେଜମାନେ