Daily Archives

April 27, 2024

ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ସମାଜସେବା ରେ ସମର୍ପିତ ସଂଗଠନ ସାହା ପାକ୍ଷରୁ ଦହି ପଣା ପ୍ରଦାନ ଏପ୍ରିଲ ୧୩ ତାରିଖ ରୁ ବିତରଣ କରାଯାଉଛି । ସାଲେପୁର ମାହାଙ୍ଗା ସୀମାନ୍ତ ଧର୍ମଗତପୁର ଠାରେ ଏହି ପଣା ସାଲେପୁର ଛତିଆ ମୁଖ୍ୟ ସଡ଼କ ଉପରେ ସକାଳ ୮ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ