Daily Archives

April 24, 2024

ଖରା ଖାଇଲାଣି ଖୁସି ବାଘ ପରି ମାଡ଼ି ଆସୁଛି ଖରା।ସକାଳ ହେଲେ ସୂଜ୍ୟ ଯେମିତି ଜଳନ୍ତା ନିଆଁ ବରଷା କରିବା ଆରମ୍ଭ କରିଛି । ଅଂଶୁଘାତ ର ଆଶଙ୍କାରେ ସାଧାରଣ ମଣିଷ ଆତଙ୍କିତ । କାରଣ ତାକୁ ତେଲ ଲୁଣ ର ସଂସାର ପାଇଁ ର ବାହାରକୁ ବାହାରିବାକୁ ପଡ଼ିବ । ଏଇ ବର୍ଷ ପ୍ରବଳ ଖରା ହେଉଛି ।