Daily Archives

April 15, 2024

ଓଡିଆ ନୁଆ ବର୍ଷ ପାଟୁଆ ଯାତ୍ରା ରେ ପଣା ବିତରଣ ସହ ମହା ବିଷୁବ ର ମାନସ ମନ୍ଥନ ପ୍ରତି ଟି ଓଡ଼ିଆ ପାଇଁ ଗର୍ବ ଗୌରବ ଓ ଗରିମା ର ପାବନ ମୁହୂର୍ତ୍ତ ହେଉଛି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ । ଏହି ଦିନ ବିଭିନ୍ନ ଫଳ ମୂଳ ରୁ ତିଆରି ସ୍ଵାଦିଷ୍ଟ ପଣା ପିଇବା ଖାଲି ଏକ ପରମ୍ପରା