Daily Archives

March 11, 2024

ପ୍ରସିଦ୍ଧ ପାଟୁଆ ଯାତ୍ରା ପୂର୍ବରୁ ସାଲେପୁର ର ମିର୍ଜାପୂର ପଞ୍ଚାୟତ ରେ ଅବସ୍ଥିତ ଗଙ୍ଗେଶ୍ଵର୍ ପୀଠ ରେ ଶୌଚାଳୟ ନିର୍ମାଣ ପାଇଁ ଦାନା ବାନ୍ଧୁଛି ଦାବି ସାଲେପୁର ୧୦/୦୩ ପ୍ରସିଦ୍ଧ ଶୈବ ପୀଠ ଗଙ୍ଗେଶ୍ୱର୍ ରେ ନାହିଁ ଶୌଚାଳୟ ଆଗକୁ ପଣଯାତ୍ରା ଲକ୍ଷାଧିକ ଯାତ୍ରୀ ଙ୍କ ସମାଗମ