Daily Archives

February 16, 2024

ଦରଦୀ ଦାନବୀର ସୁବ୍ରତ ସାବାସ ସୁବ୍ରତ ସାବାସ ସୁସ୍ମିତା ସେତେବେଳେ କୋଭିଡ଼ ର ଭୟଙ୍କର ସଂକ୍ରମଣ । ଦେଶ ରୁ ବିଦେଶ ଚାରିଆଡ଼େ କୁଢ଼ କୁଢ଼ ଶବ ର ପଟୁଆର । ଶ୍ମଶାନ ରେ ଶବ ସଂସ୍କାର ପାଇଁ ଥାନ ର ଅଭାବ । ଚାରିଆଡ଼େ ଖାଲି ଦୁଃଖ ବିଭୀଷିକା ଆଉ ଭୁତାଣୁ ର ଅଦୃଶ୍ୟ ଆତଙ୍କ।