Daily Archives

September 19, 2023

ଭଏସ ଅଫ କମନ୍ସ

ଗଛ କିଶୋର ସବୁଜିମା କୁ ନେଇ ସାଧାରଣ ଲୋକ ର ସ୍ୱର ମୁଲ ପାତି ଲାଗିଲେ ସଂସାର ଚାଲେ । ଅଭାବ ଅନାଟନ ତାଙ୍କୁ ପଢିବାକୁ ଦେଇନି । ପ୍ରାଥମିକ ଶିକ୍ଷା ପରେ ପୋଥି ରେ ଡୋରି ବାନ୍ଧି ପର ଘରେ ପିଲାଟି ଦିନରୁ କାମ କରିଛନ୍ତି ସେ ।ହେଲେ ପରିବେଶ ସୁରକ୍ଷା ଓ ଗଛ ପ୍ରତି ଥିବା ଭଲ