Daily Archives

September 9, 2023

କାର୍ତ୍ତିକ ଗଲାପରେ ଠେଲା ପେଲା ଭିଡ଼ ଏଠି ପ୍ରବଳ ରୁ ଆହୁରି ପ୍ରବଳ..କାଲି ଥିଲା ମନ୍ଦିରରେ, ଆଜି ହେବ ଆଇଁଷ ର ଝୋଳ,,,ମାଛ ମାଂସ କିଣିବାକୁ ଆମେ ଝାଲ ନାଲ, ଭୁଲି ଗଲୁ ପଂଚୁକ ର ଭଜନ କୀର୍ତନ,,,,,ହୁ ଲୁ ହୁ ଲି ହରିବୋଲଚିତା ଚଈତନ,,,ଏବେ ଖାଲି ମାଛ ମାଂସ କୁକୁଡା ଠୁ କଙ୍କଡା