ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ସାରସ୍ଵତ ସାଧକ ପ୍ରଫେସର ଡକ୍ଟର ବନୋଜ ରାୟ ଙ୍କ ଉପନ୍ୟାସ “ଶ୍ରୀ ” କୁ ତୃତୀୟ ଶ୍ରେଷ୍ଠ ପୁରସ୍କାର
ଓଡିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଭାରତୀ ବିଦୂଷ ସଭା ମିଳିତ ଆନୁକୂଲ୍ୟ ଚୟନରେ 2026 ବର୍ଷ ପାଇଁ ଉପନ୍ୟାସ ବହି " ଶ୍ରୀ " ତୃତୀୟ ଶ୍ରେଷ୍ଠ ବିବେଚିତ ହୋଇ କାଂସ୍ୟ ପଦକ ପାଇଛି | ଏହି ଉପଲକ୍ଷେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ସଭାରେ ଶ୍ରୀ ଯୁକ୍ତ ରାୟ ଙ୍କୁ କାଂସ୍ୟ ପଦକ ସହ "ବିଦୂଷ ରତ୍ନ" ସମ୍ମାନରେ ସମ୍ମାନୀତ କରା ଯାଇଅଛି |
🙏