ମାମୟ ମାଟି ରୁ ଆକାଶ

ନବ ରାତ୍ରି ରେ ଉତ୍ସବ ମୁଖର ଗାଁ ରୁ ସହର

ମା ଙ୍କ ଆସିବା ପାଇଁ ବର୍ଷ ଟିଏ ଅପେକ୍ଷା କରିବାକୁ ପଡିଲା।ଦୀର୍ଘ ପ୍ରତୀକ୍ଷା ର ଅନ୍ତ୍ ଘଟାଇ ମା ଆସିବା ଆଗରୁ ମେଘ ଯେମିତି ଧୋଇ ଦେଇଥିଲା ଧରଣୀ ର ଅଗଣା ।ଫୁଲେଇ ନଇ ପଠାରେ କୁଆଁରୀ କାସତଣ୍ଡି ଢାଲୁଛି ଚାମର । କାକର ର ଗଙ୍ଗା ଜଳ ରେ ଧୋଉଛି ମା ଙ୍କ ଚରଣ ।

Leave A Reply

Your email address will not be published.