ଭାରତୀୟ ନ୍ୟାୟିକ ସଂହିତା ରେ ଆତ୍ମହତ୍ୟା ପାଇଁ ପ୍ରବତ୍ୟାଇବା ଅପରାଧ ଓ ଏହାର ଦଣ୍ଡ

ବି ଏନ ଏସ
ର ଧାରା ୧୦୮
ଆତ୍ମ ହତ୍ୟା ପାଇଁ ପ୍ରବର୍ତ୍ତାଇବା ବ
ଯଦି ଜଣେ ଆତ୍ମ ହତ୍ୟା କରନ୍ତି ଏବଂ ତାଙ୍କୁ କିଏ ଏଥିପାଇଁ ପ୍ରବର୍ତ୍ତାଇ ଥାଆନ୍ତି ତେବେ ତାଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୮ ଅନୁସାରେ ଦଣ୍ଡିତ କଟାଯାଇ ପାରିବ

ଏହି ଅପରାଧ ପାଇଁ ବି ଏନ ଏସ୍ ଧାରା ଅନୁସାରେ ଅର୍ଥ ଦଣ୍ଡ ସହ ଦଶ ବର୍ଷ ଯାଏ କାରାଦଣ୍ଡ ଦିଆଯାଇ ପାରିବ ।
ଏହି ଅପରାଧ ହେଉଛି ଧର୍ତ୍ୟବ ଓ ଏହା ଯାମିନି ଯୋଗ୍ୟ ଦଫା ନୁହେଁ ।ଏହି ଅପରାଧ ସେସନ କୋର୍ଟ ରେ ବିଚାର କରାଯାଇପାରିବ ।
ତେବେ ପୂର୍ବରୁ ଭାରତୀୟ ଦଣ୍ଡ ବିଧି ଆଇନ ଅନୁସାରେ ୩୦୬ ଧାରା ରେ ବିଚାର କରାଯାଉଥିଲା ବେଳେ ଭାରତୀୟ ନ୍ୟାୟିକ ସଂହିତା ଅନୁସାରେ ଏବେ ଏହି ଅପରାଧ ପାଇଁ ୩୦୬ ଧାରା ବଦଳ ରେ ଏବେ ୧୦୮ ଧାରା ରେ ବିଚାର କରା ଯିବାର ବ୍ୟବସ୍ଥା କରାଯାଉଛି

Leave A Reply

Your email address will not be published.