ଝଲକ ରେ ଖବର
ଆଜିଠୁ ଗଡ଼ିବ ବେସରକାରୀ ବସ
ସରକାର ଦେବେ ସୁରକ୍ଷା
ସମ୍ବିଧାନ ସୁରକ୍ଷା ପାଇଁ ଆହ୍ବାନ ଦେଲେ ଓଡ଼ିଶା ରେ ରାହୁଲ ,ବି ଯେ ପି ଉପରେ ବର୍ଷିଲେ ସେ
ଛତିଶ ଗଡ଼ ନାରାୟନ ପୂର୍ ରେ ବାଇଶି ନକ୍ସଲ ଙ୍କ ଆତ୍ମ ସମର୍ପଣ
ନିଯୁକ୍ତି ମେଳା ରେ ଏକାବନ ହଜାର
ଆଶାୟୀ ଙ୍କୁ ପ୍ରଧାନମନ୍ତ୍ରୀ ଦେବେ ନିମନ୍ତ୍ରଣ ପତ୍ର
ଆଜି ଓଡିଶା ଫେରିବେ ନବୀନ
ଆସନ୍ତାକାଲି ଠୁଁ ରାଜ୍ୟ ରେ ବଢିବ ବର୍ଷା
ଡେଲାଙ୍ଗ ରେ ବାର୍ଡ ଫ୍ଲୁ। ରକ୍ତ ନମୁନା ରୁ ମିଳିଲା ପ୍ରମାଣ । ନିଶିଦ୍ଧାଞ୍ଚଲ୍ ରେ ମରାଯିବ କୁକୁଡ଼ା
ଆଉ ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ । ଯୁବ ପିଢ଼ି କୁ ଦେବେ ସୁଯୋଗ ବୋଲି କଲେ ଘୋଷଣା