ମହାକାଶ ଯାଉଛନ୍ତି ଶୁଭ୍ରାଂଶୁ ଶୁକ୍ଳା

ଦୀର୍ଘ ଚାରି ଦଶନ୍ଧି ପରେ ଦୂତୀୟ ମହାକାଶ ଚାରି ଭାବେ ଲକ୍ଷ୍ନୌ ର ସୁଭ୍ରାଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ କୁ ଆଜି ଯାଉଛନ୍ତି ।।ତେବେ ମହାକାଶ ଯାନ ର ଉତକ୍ଷେପଣ ଜୁନ ୨୨ କୁ ସ୍ଥିର କରାଯାଇଥିଲା ବେଳେ ଏହା କୁ ବିଳମ୍ବିତ କରା ଯାଇ ଥିଲା ।
ଭାରତୀୟ ବିମାନ ବାହିନୀ ରେ ଗ୍ରୁପ କ୍ୟାପଟେନ ଥିବା ଶୁଭ୍ରାଂଶୁ ନେସନାଲ ଡିଫେନ୍ସ ଏକାଡେମୀ ରେ ଶିକ୍ଷା ଗ୍ରହଣ କରିଥିଲା ବେଳେ ୨୦୧୯ ମସିହାରେ ଦେଶ ର
ଉଚାଭିଲାସି ଯୋଜନାା ପାଇଁ ମନୋନୀତ ହୋଇ ଥିଲେ ।
ଏହି ମହାକାଶ ଯାତ୍ରା ପାଇଁ ସେ ୟୁରି ଗା ଗା ରି ନ୍ କସ୍ମୋନଟ ପ୍ରଶିକ୍ଷଣ କେନ୍ଦ୍ର ଋଷିଆ ରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ।

ଆମେରିକା ର ଫ୍ଲୋରିଡା ର କେପ କେନେଡି ମହାକାଶ ବିଜ୍ଞାନ କେନ୍ଦ୍ର ରୁ ଉତ୍ଖେପିତ ହୋଇଛି ମହାକାଶ ଯାନ ଏ ଏକ୍ସ ୪ ।

ଏହି ମିଶନ ରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ କରା ଯାଇଥିଲା ବେଳେ ମହାକାଶ ଚାରି ଙ୍କୁ ନେଇ ଆଗାମୀ ଗଗନାୟନ୍ କାର୍ଯ୍ୟକ୍ରମ ପାଇଁ ଏହି ମହାକାଶ ଯାତ୍ରା ହେବ ଏକ ଐତିହାସିକ ମାଇଲ ଖୁଣ୍ଟ

ରାକେଶ ଶର୍ମା ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ ମହାକାଶ କୁ ଯିବାର ଗୌରବ ଲାଭ କରି ଦେଶ କୁ ଗାରିମାମୟ। କରିଛନ୍ତି । ଅନ୍ତରୀକ୍ଷ ରୁ ଜୟ ହିନ୍ଦ୍ ଯାଉ ଭାରତ ର ସନ୍ଦେଶ ଦେଇ ଏହି ଯାତ୍ରା ରେ ସେ ଅଗ୍ରସର ହେଉ ଥିଲା ବେଳେ ମହାକାଶ ରେ ପୁଣି ଉଡ଼ିବ ତ୍ରିରଙ୍ଗା ।
ସ୍ବଦେଶ ପ୍ରାୟୋଜିତ ଆଗାମୀ ଗଗବାୟନ୍ ପୂର୍ବରୁ ନାସା ଦ୍ଵାରା ପ୍ରେରିତ ମହାକାଶ ଯାନ ରେ ଅନ୍ୟ ଚାରି ଜଣ ମହାକାଶ ଚାରି ଙ୍କ ସହ ସେ ମହାକାଶ ଷ୍ଟେସନ ରେ ରହି ଅଭିଜ୍ଞତା ଅର୍ଜନ କରିବା ସହ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବେ

ଏ ଏକ୍ସ୍ ମିଶନ ର ପାଇଲଟ୍ ଭାବେ ଯାଇଥିବା ଶୁଭ୍ରାଂଶୁ ଙ୍କ ସହ ଆମେରିକା ର କମାଣ୍ଡର ପେଗୀ ପୋଲାଣ୍ଡ ରୁ ମିଶନ ସ୍ପେସିଆ ଲିଷ୍ଟ ଉଜ୍ନାସ୍କି ଓ
ହୁଇସନେଉସ୍କି ହଙ୍ଗେରୀ ରୁ ମିଶନ ସ୍ପେସିଆଲିଷ୍ଟ ଟାଇବର୍ କାପୁ ପ୍ରମୁଖ ୪ ଜଣ କ୍ରିଉ ସଦସ୍ୟ ଏହି ୨୮ ଘଣ୍ଟିଆ ରୋମାଞ୍ଚକର ମହାକାଶ ଯାତ୍ରା ରେ ଯାଇଛନ୍ତି ।

Leave A Reply

Your email address will not be published.