ଅନ୍ତର୍ଜାତୀୟ ମାନକ ରେ ଦେଶ ର ଉଚ୍ଚ ଶିକ୍ଷାନୁଷ୍ଠାନ । ଆଇ ଆଇ ଟି ଦିଲ୍ଲୀ ହେଉଛି ଦେଶ ର ସର୍ବ ଶ୍ରେଷ୍ଠ ।

୨୦୨୬ ବର୍ଷ ପାଇଁ ଆନ୍ତର୍ଜାତୀୟ ସ୍ତର ରେ ଶିକ୍ଷାନୁଷ୍ଠାନ ର ଗୁଣ ବତ୍ତା ମାପିବା ପାଇଁ କ୍ୟୁ ଏସ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏଥିରେ ଭାରତ ର ଅନେକ ଶିକ୍ଷାନୁଷ୍ଠାନ ସର୍ବୋତ୍ତମ ପ୍ରଥମ୍ ୫୦୦ ସର୍ବ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟ ରେ ରହିଛନ୍ତି ।
ଏହି ତାଲିକା ରେ ଆଇ ଆଇ ଟି ଦିଲ୍ଲୀ ୧୨୩ ତମ ସ୍ଥାନ ରେ ରହୁଥିଲା ବେଳେ ଆଇ ଆଇ ଟି ବମ୍ୱେ ୧୨୯ ତମ ସ୍ଥାନ ରେ ଆଇ ଆଇ ଟି ମାଡ୍ରାସ ୧୮୦ ତମ ସ୍ଥାନ ରେ ଆଇ ଆଇ ଟି ଖଡକପୁର ୨୧୫ ତମ ସ୍ଥାନ ରେ ଆଇ ଆଇ ଏସ ସି ୨୧୯ ତମ ସ୍ଥାନ ରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ୩୨୮ ତମ ସ୍ଥାନ ଓ ଆନ୍ନା ବିଶ୍ଵ ବିଦ୍ୟାଳୟ ୪୬୫ ତମ ସ୍ଥାନ ରେ ରହିଛି । ଦେଶ ରୁ ୫୪ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ରାଙ୍କିଂ ରେ ରହିଛି ।

Leave A Reply

Your email address will not be published.