ଭଏସ ଅଫ୍ କମନ୍ସ

ବଢିଲା ରାଜ୍ୟ ସରକାରୀ ଚାକିରୀ ରେ ପ୍ରବେଶ ର ବୟସ ସୀମା

ରାଜ୍ୟ କ୍ୟାବିନେଟ ର ଗୁରୁତ୍ବପୁର୍ଣ ନିଷ୍ପତି।ସରକାରୀ ଚାକିରୀ ପାଇଁ ବୟସ ସୀମା ୩୨ ରୁ ହେଲା ୪୨

୩୨ ରୁ ହେଲା ୪୨,ଆଶାୟୀ ପାର୍ଥି ଙ୍କ ମଧ୍ୟରେ ଉତ୍ସାହ

ରାଜ୍ୟ ସରକାର ଙ୍କ ବହୁ ପ୍ରତିକ୍ଷୀତ ନିଷ୍ପତ୍ତି
ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସରକାରୀ ଚାକିରି ପାଇଁ ବଢ଼ ବୟସ ସୀମା କୁ ୩୨ରୁ ୪୨କୁ ବୃଦ୍ଧି କରାଗଲା ।
ରାଜ୍ୟ ମନ୍ତ୍ରୀ ମଣ୍ଡଳ ର କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇ ଥିଲା ବେଳେ ରାଜ୍ୟ ସରକାର ଙ୍କ ର ଏହି ନିଷ୍ପତି ପାଇଁ ବେକାର ଯୁବକ ଯୁବତୀ ବେଶ୍ ଖୁସି ବ୍ୟକ୍ତ କରିଥିଲା ବେଳେ ଚାକିରୀ ପାଇଁ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀ ମାନଙ୍କ ପାଇଁ ଏହି ନିଷ୍ପତି ପୁଣି ପରୀକ୍ଷା ଦେଇ ସରକାରୀ ଚାକିରୀ ରେ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.