VOICE OF COMMONS (permitted by R N I Govt of India as news periodical ) welcome to voice of commons digital

ଜିଲ୍ଲା ଅସୀ ଚଳନା ପ୍ରତିଯୋଗିତା ରେ ତୃତୀୟ ସ୍ଥାନ ଅଧିକାର କଲେ ଆଲୋକ

ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ୱର ର ଛାତ୍ର ଙ୍କ

ଅସୀଚଳନା ରେ ଅପୂର୍ବ ସଫଳତା

ଜିଲ୍ଲା ଅସୀ ଚାଳନା ପ୍ରତିଯୋଗିତା ୨୦୨୪- ୨୫ ପୁରୁଷ ସବ୍ ଜୁନିଅର ବିଭାଗ ରେ ମାହାଙ୍ଗା ବ୍ଲକ୍ ଭଉଁରିଆ ପଞ୍ଚାୟତ
ରାମକାପୂର୍ ଗାଁ ର ଆଲୋକ ବେହେରା ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ ପଦକ ପାଇଛନ୍ତି ।

ସେ ସେଇ ଗ୍ରାମ ର ଅନନ୍ତ୍ ବେହେରାଙ୍କ ପୁଅ ଅଟନ୍ତି । ସେ ମାହାଙ୍ଗା ର ପଲିସାହି ପଞ୍ଚାୟତ ରେ ଥିବା ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ୱର୍ ର ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରନ୍ତି । ତାଙ୍କ ର ଏହି ସଫଳତାରେ ତାଙ୍କର ମାର୍ଗ ଦର୍ଶକ ତଥା ଓଡ଼ିଶାର ଆସି ଚାଳନା ରେ ଦଳ ଗତ ବିଭାଗ ରେ ଜାତୀୟ ସ୍ତର ର ସ୍ଵର୍ଣ୍ଣପଦକ ବିଜେତା ଶ୍ରୀ ପ୍ରଭାକର ବେହେରା ଓ ତାଙ୍କର କୋଚ ଜିତେନ୍ଦ୍ର ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

seventeen − 8 =