ଚଳନ୍ତା ଟ୍ରେନ ରେ ନାବାଳିକା ଙ୍କୁ ଅସଦାଚରଣ ଅଭିଯୋଗ ରେ କର୍ମଚାରୀ ଙ୍କୁ ପିଟି ପିଟି ମାରି ଦେଲେ ଯାତ୍ରୀ

ବିହାରର ବରୌନୀରୁ ନୂଆଦିଲ୍ଲୀ ଯାଉଥିବା ୦୨୫୬୩ ହମସଫର ଏକ୍ସପ୍ରେସରେ ଜଣେ ରେଳ କର୍ମଚାରୀ ଙ୍କୁ ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ମବେ ପିଟି ପିଟି ହତ୍ୟା କରିବାର ଏକ ଘଟଣା ଘଟିଛି । । ମୃତକ ରେଳ କର୍ମଚାରୀଙ୍କ ଉପରେ ଜଣେ ନାବାଳିକାଙ୍କୁ ଅସଦାଚରଣର ଅଭିଯୋଗ ତାଙ୍କ ମା କରିଥିଲା ବେଳେ ଟ୍ରେନ ରେ ଯାଉଥିବା ଯାତ୍ରୀ ମାନେ ଉତ୍ୟକ୍ତ ହୋଇ ତାଙ୍କୁ ପିଟି ପିଟି ମାରିଦେଇ ଛନ୍ତ୍ତି ।। ଏକ୍ସପ୍ରେସ ଟ୍ରେନର ଏକ ଏସି ବଗିରେ ଏହି ଘଟଣା ଘଟିଥିଲା ବେଳେ ପୁଲିସ ଅଭିଯୁକ୍ତ ରେଳ କର୍ମଚାରୀ ଙ୍କ ନାମ ପ୍ରଶାନ୍ତ କୁମାର ବୋଲି ପ୍ରକାଶ କରିଛି । ମୃତ ରେଳ କର୍ମଚାରୀଙ୍କ ପରିବାର ଏକ ହତ୍ୟା ମାମଲା ମଧ୍ୟ ପୁଲିସ ନିକଟ ରେ ଦାଏର କରିଛନ୍ତି ।

Leave A Reply

Your email address will not be published.

15 + 3 =