Daily Archives

March 13, 2026

ଓଡ଼ିଆଙ୍କ ପେଟରେ Styrofoam( ସୋଲ ? ) ପାହାର ** ଶାଳ ପତ୍ର ଦନାର ବିପୁଳ ସୁଯୋଗ ଓଡ଼ିଶାରେ ଥିଲେ ମଧ୍ୟ, ଆଦିବାସୀ ମହିଳା ଓ ବୃଦ୍ଧ ଖୁବ ଶସ୍ତାରେ ଏହାକୁ ତିଆରି କରୁଥିଲେ ବି Styrofoam ପ୍ରସ୍ତୁତକାରୀ କମ୍ପାନୀ,ବେପାରୀ ଙ୍କ ଧୃତ୍ତତା ଓ ଅଫିସରଙ୍କ ଅପାରଗତା ଯୋଗୁଁ ଓଡିଶା ହରାଉଛି