Yearly Archives

2025

ଦେଶ ରେ ଲାଗୁ ହେଲା ନୂଆ ଜି ଏସ ଟି ଶସ୍ତା ହେଲା ଏକାଧିକ ଜିନିସ,,ବଢିଲା ଗ୍ରାହକ ଙ୍କ କ୍ରୟ ଶକ୍ତି ଅର୍ଥ ନୀତି ହେବ ଆହୁରି ଅଧିକ ଚଳ ଚଞ୍ଚଳ ଦଶରା ପାଇଁ ଗ୍ରାହକ ଙ୍କ ପସରା ଭରିଛନ୍ତି କେନ୍ଦ୍ର ସରକାର ।ଜି ଏସ ଟି ଟିକସ ରେ ବ୍ୟାପକ ସଂସ୍କର କରି ଅଧିକାଂଶ ଦ୍ରବ୍ୟ ଶସ୍ତା କରିଛନ୍ତି

ମା ଙ୍କ ମୃତ୍ୟୁଭୋଜି ରେ ସ୍ୱେଛlକୃତ୍ ରକ୍ତ ଦାନ ବୃକ୍ଷ ରୋପଣ ଶ୍ରୀମଦ୍ ଗୀତା ବିତରଣ ରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର ଭଏସ ଅଫ୍ କମନ୍ସ ନିଉଜ୍ ୨୧/୦୯ ମା ନେଉଳି ଦାସ ଥିଲେ ର ଜଣେ ଅତି ସରଳ ପର ଉପକାରୀ ମହିଳା ଯିଏ ସାରା ଗାଁ କୁ ଆବୋରି ବସିଥିଲେ ଆତ୍ମୀୟତା ଅନୁରାଗ

ଯାଜପୁର ଜଗତେଶ୍ଵର ଧାମ ବରାଙ୍ଗ ରେ ବିଶାଳ ସ୍ବାସ୍ଥ୍ୟ ଶିବିର ଯାଜପୁର ଜିଲ୍ଲା ର ବଡଚଣା ବ୍ଲକ ଅନ୍ତର୍ଗତ ଓଡ଼ିଶାର ମିନି କେଦାର ନାଥ କୁହାଯାଉଥିବା ବରାଙ୍ଗ ର ଶ୍ରୀ ଜଗତେଶ୍ୱର୍ ଧାମ ମନ୍ଦିର ପରିଚାଳନା ପରିଷଦ ପକ୍ଷରୁ ଜାରକା ରୋଟାରୀ କ୍ଲବ ସହଯୋଗ ରେ ଏକ ବିଶାଳବ ନିଶୁଳ୍କ

ସତ୍ୟମେବ ଜୟତେ ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଓ ବର୍ଷା ଉତ୍ସବ ପାଳିତ ସାଲେପୁର ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତ୍ୟମେବ ଜୟତେ ପରିବାରର ସ୍ଵନକ୍ଷତ୍ର ଦିବସ ଓ ବର୍ଷା ଉତ୍ସବ ପି ଏମ୍ ଶ୍ରୀ ସାଲେପୁର ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ସାଲେପୁର ଠାରେ ପାଳିତ

ଆସନ୍ତା ୮ ତାରିଖ ରେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଭାରତ ଆସୁଛନ୍ତି

ଏକ ଅନ୍ତରଙ୍ଗ ଓ ଅଶ୍ରୁଳ ଅନୁଭୂତି ଆଲେଖ୍ୟ ସତ୍ୟନାରାୟନ ଦାସ ଆଇନଜୀବୀ ଓ ମାନବାଧିକାର କର୍ମୀ କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ୍ କମନ୍ସ ବନ୍ଦ ହେଉ ମୃତ୍ୟୁ ପର ର ଭୋଜି ଏକ ଦୁଃଖଦ ଦୁର୍ଘଟଣାରେ ରେ ମୃତ୍ୟ ବରଣ କରିଥିବା ଏକ ମାତ୍ର କୋଡ଼ିଏ ବର୍ଷ ର ପୁଅ

VOICE OF COMMONS

ଡି ଯେ ନୁହେଁ ଡ୍ରାଗନ,,, ଶବ୍ଦ ପାଲଟିଛି ସୈତାନ୍ ଏବେ ଶବ୍ଦ ସୈତାନ୍ କେବଳ ରେ ହନ୍ତସନ୍ତ୍ ହେଉଛନ୍ତି ସାଧାରଣ ଜନ ତା । ବିବାହ ବ୍ରତଘର ଭୋଜି ଭାତ ପର୍ବ ପର୍ବାଣୀ ପୂଜା ପେଣ୍ଡାଲ ସବୁଠି ଡିଯେ । ଗଣେଶ ପୂଜା ଠାରୁ ପୂଜା ର ଋତୁ ଆରମ୍ଭ କହିଲେ ଚଲିବ। ଆଗକୁ ବିଶ୍ଵ କର୍ମା

ଗାଁ ଗହଳି ରେ ଆୟୁର୍ବେଦିକ ଔଷଧ ନାଁ ରେ ଚାଲିଛି ବିଷ ବେପାର -କୁମ୍ବ କର୍ଣ ନିଦ ରେ ସ୍ବାସ୍ଥ୍ୟ ବିଭାଗ ,, ବଜାର ରେ ବିକ୍ରି ହେଉଥିବା ଆୟୁର୍ବେଦିକ ଔଷଧ ର ଗୁଣବତ୍ତା ନିରୀକ୍ଷଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ର ନାହିଁ ସେମିତି କିଛି ଆଖି ଦୃଶୀୟା ବ୍ୟବସ୍ଥା। ଜଡ଼ି ବୁଟି ଚେର ମୂଳ

ଭଏସ ଅଫ୍ କମନ୍ସ ୧୧ ୦୮ ୨୦୨୫ ଆଉ ଜଣେ ଦୁର୍ନୀତି ଗସ୍ତ ବାବୁ ଙ୍କୁ ସ୍ଵତନ୍ତ୍ର ଅଦାଲତ ରେ ମିଳିଲା ଦୁଇବର୍ଷ ର ଜେଲ ଦଣ୍ଡ ସହ ପଚାଶ ହଜାର ର ଜୋରିମାନା ଆଉ ଜଣେ ସର୍ବଭାରତୀୟ ସେବାର ବଡ ବାବୁ ଙ୍କୁ ଦୁର୍ନୀତି ପାଇଁ ଜେଲ୍ ଜୋରିମାନା ଦୁର୍ନିତି ନିବାରଣ ବିଭାଗର କଟକ