ବିଶେଷ ଖବର voiceofcommons Oct 17, 2025 0 ସାଲେପୁର ୧୭/୧୦/୨୦୨୫ ସାଲେପୁର ବଜାର ନିକଟ ରେ ଅବସ୍ଥିତ ମା ସାହେଶ୍ୱରି ମନ୍ଦିର ପଛ ପଟେ ଥିବା କୁଅ ଭିତରୁ ଏକ ବୟସ୍କ ବ୍ୟକ୍ତି ଙ୍କ ଅଜଣା ଶବ ଆଜି ସାଲେପୁର ପୋଲିସ ଉଦ୍ଧାର କରିଛି। ତେବେ ଏହି ଶବ ଏହି କୁଅ ଭିତର କୁ କିପରି ଆସିଲା ତାହା ଉପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି!-->!-->!-->…