Daily Archives

September 23, 2025

ଦେଶ ରେ ଲାଗୁ ହେଲା ନୂଆ ଜି ଏସ ଟି ଶସ୍ତା ହେଲା ଏକାଧିକ ଜିନିସ,,ବଢିଲା ଗ୍ରାହକ ଙ୍କ କ୍ରୟ ଶକ୍ତି ଅର୍ଥ ନୀତି ହେବ ଆହୁରି ଅଧିକ ଚଳ ଚଞ୍ଚଳ ଦଶରା ପାଇଁ ଗ୍ରାହକ ଙ୍କ ପସରା ଭରିଛନ୍ତି କେନ୍ଦ୍ର ସରକାର ।ଜି ଏସ ଟି ଟିକସ ରେ ବ୍ୟାପକ ସଂସ୍କର କରି ଅଧିକାଂଶ ଦ୍ରବ୍ୟ ଶସ୍ତା କରିଛନ୍ତି