Daily Archives

July 13, 2025

ଦଗ୍ଧ ଗୋଲାପ କି ତଦନ୍ତ କି ବ୍ୟବସ୍ଥାଜଳିଗଳା ନିରୀହ ଗୋଲାପ,,,ଏବେ ଖାଲି ହୁରି ହାଟ ହୁଏପାପ ଠାରୁ ବଳିଗଲା ପାପ,,ନେତା ଆଉ ବାବୁ ଯାକ ସବୁମିଳି ମିଶି ନେବ ଅଭିଶାପ,, ନ୍ୟାୟ ସିଏ ପାଇଲାନି ବୋଲି,,ଦୁନିଆ ର ଯେତେ ନିଆଁ ସବୁ ଦେଲା ନିଜ ପରେ ଢ଼ାଳି ,,,କେହି ତାକୁ ଶୁଣିଲେନି