ସମାଜ ପାଇଁ କାମ Voice of Commons Mar 6, 2025 0 ବିପୁଳ ବିନମ୍ରତା ର ବିରଳ ଚିକିତ୍ସକ ପ୍ରଫେସର ଡକ୍ଟର ବିଦ୍ୟୁତ୍ ଦାସ ତାଙ୍କ ହାତ ର କାଉଁରୀ ସ୍ପର୍ଶ ରେ ପାଙ୍ଗୁ ଯେମିତି ଗିରି ଲଂଘନ କରେ । ଅପସରି ଯାଏ ଶରୀର ର ବେଦନା ।ଦୈନିକ ତିନିଶହ ରୁ ଚାରିଶହ ରୋଗୀ ଦେଖି ତାଙ୍କ ପାଇଁ ବ୍ୟବସ୍ଥା ପତ୍ର ଲେଖି ଥିଲା ବେଳେ ବିଲମ୍ୱିତ ରାତି ଯାଏ ଶେଷ!-->!-->!-->!-->…