Monthly Archives

March 2025

ନିୟମଗିରି ର ମୁକୁନ୍ଦ ମାଝୀ ଅନ୍ତରଙ୍ଗ ଅନୁଭୂତି ରେ ଆଲେଖ୍ୟ ଟି ପ୍ରସ୍ତୁତ କରିଛନ୍ତି ନିୟମଗିରି ରୁ ସୁଧାଂଶୁ ମୋହନ ରାଉତ୍ , ବରିଷ୍ଠ ବ୍ୟାଙ୍କ୍ ପରିଚାଳକ ବୃତ୍ତି କୁ ଆଦରି ନେଉଥିବା ଲୋଖକ ଜଣେ ପରିବେଶ କର୍ମୀ ତଥା ସମାଜ ସେବା ରେ ରଖନ୍ତି ଆଗ୍ରହ ।ବହୁ ସମାଜସେବା ସଂଗଠନ ସହ ଜଡ଼ିତ

ବିପୁଳ ବିନମ୍ରତା ର ବିରଳ ଚିକିତ୍ସକ ପ୍ରଫେସର ଡକ୍ଟର ବିଦ୍ୟୁତ୍ ଦାସ ତାଙ୍କ ହାତ ର କାଉଁରୀ ସ୍ପର୍ଶ ରେ ପାଙ୍ଗୁ ଯେମିତି ଗିରି ଲଂଘନ କରେ । ଅପସରି ଯାଏ ଶରୀର ର ବେଦନା ।ଦୈନିକ ତିନିଶହ ରୁ ଚାରିଶହ ରୋଗୀ ଦେଖି ତାଙ୍କ ପାଇଁ ବ୍ୟବସ୍ଥା ପତ୍ର ଲେଖି ଥିଲା ବେଳେ ବିଲମ୍ୱିତ ରାତି ଯାଏ ଶେଷ

୧୫ ବର୍ଷ ର ପୁରୁଣା ଗାଡ଼ି କୁ ପେଟ୍ରୋଲ ପମ୍ପ ରୁ ମିଳିବନି ପେଟ୍ରୋଲ ପ୍ରଦୂଷଣ ପାଇଁ ସାରା ବିଶ୍ବ ରେ ଅପବାଦ ମୁଣ୍ଡେଇ ଥିବା ଦିଲ୍ଲୀ ସରକାର ଏବେ ପରିବେଶ ର ସୁରକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନେଇ ଆଗାମୀ ଏପ୍ରିଲ ପହିଲା ରୁ ପନ୍ଦର ବର୍ଷ ପୁରୁଣା ଗାଡ଼ିକୁ ପେଟ୍ରୋଲ

ଭଏସ ଅଫ କମନ୍ସରାଜ୍ୟ ରେଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସୋମନାଥ ଶତପଥୀ ଙ୍କ ଲିଖିତ ଚିଠି ଦୁର୍ଲ୍ଲଭ ନଥିପତ୍ର କୁ ନେଇ ପ୍ରଦର୍ଶନୀ ୦୨/୦୩ ଭୁବନେଶ୍ବର ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡା ପଞ୍ଚାୟତ ର କୁସମ୍ବି ଗାଁ ରେ ଜନ୍ମ ହୋଇ ନିଜର ବ୍ୟକ୍ତିଗତ ସୁଖ ସ୍ୱାଛନ୍ଦ କୁ ପଛ କରି ଗାନ୍ଧୀ ଗୋପବନ୍ଧୁ