Monthly Archives

August 2024

ଚିକିତ୍ସା ରେ ଆର୍ଥ ସାଜିଛି ବାଧକ । ବଦାନ୍ୟ ବ୍ୟକ୍ତି ଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ ସାହା ବଢାଇଲା ସହାୟତା ର ହାତ ସାମାଜିକ ସକ୍ତିକରଣ ମାନବିକ ଅଧିକାର ଓ ପରିବେଶ ସୁରକ୍ଷା ରେ ସମର୍ପିତ ସ୍ଵେଚ୍ଛାସେବୀ ସଂଗଠନ ସାହା ଜଣେ ପୀଡ଼ିତ ଙ୍କ ପାଇଁ ବଢ଼େଉଛି ସହାୟତା

ଝଲକ ରେ ଖବର ଅଲମ୍ପିକ୍ସ ରେ ଭାରତ କୁ ଆଉ ଏକ ସ୍ଵର୍ଣ୍ଣ ପଦକ କେରଳ ଭୁ ସ୍କଲନ ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା୨୮୮ ରେ ।ଏବେ ବି ଶତାଧିକ ନିଖୋଜ ଲଘୁଚାପ ପାଇଁ ରାଜ୍ୟରେ ଲାଗିରହିଛି ବର୍ଷା ।୨୨ ଟି ଜିଲ୍ଲାକୁ ସତର୍କତା।ପ୍ରବଲ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ଆଜିଠୁ ଖୋଲିଲା