ସ୍ୱତନ୍ତ୍ର ଅନୁସନ୍ଧାନ ୩୭୦ ଧାରା ଊଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ / ଜମ୍ମୁ କାଶ୍ମୀର ରେ ନିର୍ବାଚନ କରିବାକୁ ଆଦେଶ Voice of Commons May 6, 2021 0 ୩୭୦ ଧାରା ଉପରେ ବହୁ ପ୍ରତିକ୍ଷୀତ ସୁପ୍ରିମ କୋର୍ଟ ଙ୍କ ଆଦେଶ ଆଜି ପ୍ରକାଶ ପାଇ ଥିଲା ବେଳେ କେନ୍ଦ୍ର ସରକାର ଙ୍କ ନିଷ୍ପତି କୁ ମନ୍ୟବର୍ ଶୀର୍ଷ ଅଦାଲତ କାଏମ ରଖିଛନ୍ତି। କେନ୍ଦ୍ର ସରକାର ଙ୍କ ପ୍ରତି ଟି ନିଷପ୍ତି କୁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟ ରେ ନିର୍ବାଚନ!-->!-->!-->…