ଆତ୍ମାହୁତି ଦେଇଥିବା ମହିଳା ଙ୍କ ଜଳିଲା ଆନ୍ତିମ ଚିତା ଥାନା ଆଗରେ ଆତ୍ମାହୁତି ଦେଇଥିବା ରଶ୍ମିତା ଙ୍କ ଦୁଃଖଦ ପରଲୋକ । , ପରପାରିକୁ ଚାଲିଗଲେ ରଶ୍ମିତା । ମା ଛେଉଣ୍ଡ ହୋଇଗଲେ ଦୁଇ ଦୁଇ ଟି ପିଲା ଅପରାଧ କରି ନଥିଲେ ସେ । ନିଜ ସ୍ବାମୀ ଙ୍କୁ ନିର୍ଦ୍ଦୋଷ ପ୍ରମାଣ କରି ଛାଡି

ବଜ୍ରପାତ ନେଲା ଜୀବନ ।ଏକାଧିକ ମୃତାହତ ଦିନକୁ ଦିନ ବଜ୍ରପାତ ରେ ମୃତ୍ୟୁ ସଙ୍ଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ବର୍ଷା ହେଲେ ତା ସହିତ ହେଉଥିବା ବଜ୍ରପାତ ପ୍ରତି ଏବେ ସାଧାରଣ ରେ ଆତଙ୍କ ସୃଷ୍ଟି ହେଲାଣି ।ଆଜି ଅପରାହ୍ନ ରେ ହୋଇଥିବା ବର୍ଷା ଓ ବଜ୍ରପାତରେମୟୂରଭଞ୍ଜ ଜିଲ୍ଲା

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅଙ୍ଗଦାନ ସଚେତନତା ବୃକ୍ଷ ରୋପଣ ଓ ଦାତବ୍ୟ ହୋମୀଓ ଚିକିତ୍ସା ସେବା ରେ ସମର୍ପିତ ହେଲା ସ୍ୱାଧୀନତା ଦିବସ ଓ ସମାଜସେବୀ ଙ୍କ ସ୍ଵନକ୍ଷତ୍ର । ବର୍ଷୀୟାନ ଶିକ୍ଷାବିତ୍ ସମାଜସେବୀ ପ୍ରଫେସର୍ ଦେବୀ ପ୍ରସାଦ ଦାସ ଙ୍କ ଜନ୍ମ ତିଥିରେ ସମର୍ପିତ ହେଲା

ପୁରୀ ରେ ବଜ୍ରପାତ ରେ ମହିଳା ମୃତ ସୋମବାର ପୁରୀ ରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ଯୋଗୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ତେବେ ଛଇତନା ଭୋଇ ସାହିରେ ବଜ୍ରପାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଏହି

ଶେଷ ହେଲା ସେକ୍ସ୍ ହାସିନା ଙ୍କ ଶାସନ । ଦେଶ ଛାଡି ଭାରତ ରେ ନେଲେ ଆଶ୍ରୟ । ସେନା ର ଅଧୀନରେ ବାଂଲାଦେଶ ଶାସନ ଡୋରି କିଛି ଦିନ ଧରି ବାଂଲାଦେଶ ରେ ଲାଗି ରହିଥିବା ସଂରକ୍ଷଣ ବିପକ୍ଷ ରେ ଆନ୍ଦୋଳନ ରେ ଶତାଧିକ ମୃତ୍ୟୁବରଣ କଲା ପରେ ଏହା ହିଂସ୍ର ହୋଇପଡିଛି । ବିରୋଧୀ ମାନେ ହସିନା ଙ୍କ

ଚିକିତ୍ସା ରେ ଆର୍ଥ ସାଜିଛି ବାଧକ । ବଦାନ୍ୟ ବ୍ୟକ୍ତି ଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ ସାହା ବଢାଇଲା ସହାୟତା ର ହାତ ସାମାଜିକ ସକ୍ତିକରଣ ମାନବିକ ଅଧିକାର ଓ ପରିବେଶ ସୁରକ୍ଷା ରେ ସମର୍ପିତ ସ୍ଵେଚ୍ଛାସେବୀ ସଂଗଠନ ସାହା ଜଣେ ପୀଡ଼ିତ ଙ୍କ ପାଇଁ ବଢ଼େଉଛି ସହାୟତା

ଝଲକ ରେ ଖବର ଅଲମ୍ପିକ୍ସ ରେ ଭାରତ କୁ ଆଉ ଏକ ସ୍ଵର୍ଣ୍ଣ ପଦକ କେରଳ ଭୁ ସ୍କଲନ ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା୨୮୮ ରେ ।ଏବେ ବି ଶତାଧିକ ନିଖୋଜ ଲଘୁଚାପ ପାଇଁ ରାଜ୍ୟରେ ଲାଗିରହିଛି ବର୍ଷା ।୨୨ ଟି ଜିଲ୍ଲାକୁ ସତର୍କତା।ପ୍ରବଲ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ଆଜିଠୁ ଖୋଲିଲା

ଦଶ ବର୍ଷ ର ଅବୋଧ ବାଳକ ସେ । ତା ନିରୀହ ଚାହାଣି ଆଉ ନିସ୍ପାପ ଆଖି ଦୁଇ ଟି ରେ ବାରି ହୋଇ ପଡ଼ୁଛି ଅସହ୍ୟ ଯନ୍ତ୍ରଣା । ତା ଦରୋଟି କଥା ଭିତରେ ସବୁ କଷ୍ଟ ଭିତରେ ବିଦ୍ୟାଳୟ କୁ ଯାଇ ପଢିବାକୁ ଛଟ ପଟ ହେଉଥିବା ହୃଦୟ ର ଆକୁଳ ଅନୁରୋଧ । କାହାର ହୃଦୟ କୁ ବି କରିବ ଅଥୟ ଆଉ ଆନ୍ଦୋଳିତ । ବିକଳ

VOICE OF COMMONS (Registered with RNI GOVT OF INDIA )

ବାହା ବାହା ରେ ଆଳୁ , ତୋ କଥା ଆମେ ଭାଳୁ ଆଳୁ ପାଇଁ ବେଳେ ବେଳେ ଡହଳ ବିକଳ ହୁଅନ୍ତି ରାଜ୍ୟବାସୀ । ପଡୋଶୀ ରାଜ୍ୟ ଆଳୁ ଯୋଗାଣ କରିବା ଯେତେବେଳେ ବନ୍ଦ କରେ ବା ବନ୍ଦ କରିବାକୁ ଧମକ ଦିଏ ସେତେବେଳେ ରାଇଜ ରେ ହାଲ ହୋଲି ପଡେ। ଆମ ରାଇଜ ରେ ଆଳୁ ଚାଷ ପାଇଁ ସବୁ ସାଧନ ଥାଇ ବି ପଡୋଶୀ

କାଉଡ଼ିଆ ଙ୍କ ସଲିଳ ସମାଧି ଓଡ଼ିଶା ର ବିଭିନ୍ନ ନଈ ଘାଟ ରେ ଏବେ ଶୈବ ପୀଠ ରେ ଜଳଲାଗି କରିବା ଲାଗି ଭିଡ ଲାଗିଥିଲା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ଅଞ୍ଚଳ ର ପୁରୁଷୋତ୍ତମପୂର୍ ଅଞ୍ଚଳ ର ଦେବେନ୍ଦ୍ର ସାମଲ ଙ୍କ ପୁଅ ପ୍ରଶାନ୍ତ ସାମଲ ପାଣି ଉଠାଇବାକୁ ଯାଇଥିଲା ବେଳେ ତାଙ୍କ ଗୋଡ