Sign in
Sign in
Recover your password.
A password will be e-mailed to you.
Author
Voice of Commons 706 posts 0 comments
ଭଏସ ଅଫ କମନ୍ସ# ଭିଜିଲାନ୍ସ ହାତରେ ଆଇ ଏ ଏସ ଅଧିକାରି ଧର୍ମଗଡ ର ଉପଜିଲ୍ଲାପାଳ #
ଦୁର୍ନୀତି ବି ଦେଶଦ୍ରୋହ
ଏବେ ରାଜ୍ୟ ରେ ଭିଜିଲାନ୍ସ ବିଭାଗ ହାତରେ ଧରପଡ଼ିଲେଣି ଆଇ ଏ ଏସ ଅଧିକାରୀ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହେଲାଣି ଅଧିକ କ୍ରିୟାଶୀଳ ଆଉ ତତ୍ପର । ଛୋଟ ମାଛ ଧରି ବାହାଦୂରୀ ଦେଖାଉଥିବା ଏହି ବିଭାଗ କୁ ଅତୀତ ରେ ଜନ ସାଧାରଣ ରେ ସମାଲୋଚନା!-->!-->!-->!-->!-->!-->!-->!-->…
ଭଏସ ଅଫ କମନ୍ସ ଡିଜିଟାଲ
ଛବି ରେ ଖବର
ବଣ୍ଡା ଜନଜାତି ର ପ୍ରଥମ ଡାକ୍ତର ହେବେ ମଙ୍ଗଳା ମୁଦୁଲି
ଡ଼ାକ୍ତରୀ ପଢିବା କୁ ନୀଟ ପରୀକ୍ଷା ରେ ୨୬୧ ରାଙ୍କ ରଖି ସଫଳତା ପାଇଲା ପରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ହେଉଛନ୍ତି ସମ୍ମାନୀତ
ଭଏସ ଅଫ କମନ୍ସ (ଭାରତ ସରକାର ଙ୍କ ଦ୍ଵାରା ପଞ୍ଜୀକୃତ)
ରାସ୍ତା ଦୁର୍ଘଟଣା ରେ ସମାଜସେବୀ ଙ୍କ ପରଲୋକ
ଭଏସ ଅଫ କମନ୍ସ ଡିଜିଟାଲ
କଟକ ୨୮/୦୮
ସାଲେପୁର ର ମିର୍ଜାପୁର ପଞ୍ଚାୟତ ଅନ୍ତର୍ଗତ ଧର୍ମାଗତପୂର୍ ଗ୍ରାମ ର ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ କୁମାର ଦାସ ଙ୍କ ର ସଡ଼କ ଦୁର୍ଘଟଣା ରେ ଆଜି ଦେହାନ୍ତ ହୋଇଛି । ପିକୋଲ ପଞ୍ଚାୟତ!-->!-->!-->!-->!-->!-->!-->!-->!-->…