ଭଏସ ଅଫ କମନ୍ସ


??? ??? ?? ??? ??


ଜାନୁଆରୀ, ,୧ -୨୦୨୩

ଶୀତବତୁରା ଶିମିଳିପାଳ ର କିଛି ଦୁର୍ଗମ ପାହାଡୀ ଗାଁରେ କମ୍ବଳ ଟିଏ ଅନୁରାଗ ର ସହ ତୋଳିଦେବା ପାଇଁ ସାହା ର ସଂଯୋଜନା ରେ ଏକ ପ୍ରତିନିଧି ଦଳ ଡିସେମ୍ବର ୨୮ ରେ ପହଞ୍ଚିଥିଲେ ଶିମିଳିପାଳରେ । ଜଂଗଲ ଭିତରେ ଅଧିକାରୀ ମାନଙ୍କ ଆପଣାପଣ ଓ ଆତ୍ମୀୟତା ରେ ସେମାନେ ବେଶ ଖୁସି ଅନୁଭବ କରୁଥିଲା ବେଳେ ସେମାନେ ରହିବା ପାଇଁ ଜଙ୍ଗଲ ଭିତରେ ରହଣୀ ପାଇଁ ବ୍ୟବସ୍ଥା କରିଥିବା ବେଳେ ସମସ୍ତେ ମିଳି ମିଶି ଆନନ୍ଦ ବଜାର ପାଇଁ ପ୍ରସ୍ତୁତି ରେ ଲାଗିପଡି ଥିଲେ ।.
..ପ୍ରାୟ ୪୫୦ ଜଣ ଙ୍କ ପାଇଁ କମ୍ବଳ ବିତରଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ବ ହେବା ଆଗରୁ .ସକାଳ ଓ ରାତ୍ରୀ ଭୋଜନ ରେ ଓମ ଭାଇ ପ୍ରସ୍ତୁତ କରିଥିବା ଭାତ ଡାଲମା ଖଟ‍ା ଘାଣ୍ଟ ତରକାରୀ ଓ ଭଜା ସତରେ ଯେମିତି ସେମାନଙ୍କୁ ଲାଗୁଥିଲା ଆନନ୍ଦ ବଜାର ର ଅମୃତ…
ସହଯୋଗ କରୁଥିଲେ କୁନା ଭାଇ ବାବୁ ଭାଇ ଅଭି ଭାଇ ଓ ଜିତୁ..

ସାଥିରେ ଥିଲେ ଭେଷଜ ବିଶେଷଜ୍ଞ ଡକ୍ଟର ଆଶିଷ ଅଧିବକ୍ତା ଗୀତା ରାଣୀ ବେହୁରା ଅଧ୍ୟାପିକା ମାନି ଟିକସ ପରାମର୍ଶ ଦାତା ଅଭିମନ୍ୟୁ ସାହୁ ସଦାଶିବ ପରିଡା ଭାରତ ପଟ୍ଟନାୟକ ଇ ମାତ୍ରୁଜିତ୍ ଅଶ୍ଵିନୀ ବାରିକ ଶିଳ୍ପପତି ଦିନେଶ ଗୁପ୍ତା ପ୍ରମୁଖ।

ଜଙ୍ଗଲ ବିଭାଗ ରହଣୀ ପାଇଁ ଚମତ୍କାର ବ୍ୟବସ୍ଥା କରିଥିଲା ବେଳେ ଉଚ୍ଚପଦସ୍ଥ ଭାରତୀୟ ବନସେବାଚ ଅଧିକାରୀ ମାନନୀୟ ଶ୍ରୀ ସାଇକିରନ ଡି ଏନ.ନିଜେ ଆସି ପ୍ରତିନିଧି ଙ୍କ ସହ ମିଶିଥିବାରୁ ତାଙ୍କ ମହାନତା କୁ ସମସ୍ତେ ଜଣାଇଥିଲେ ବିନମ୍ର ସାଧୁବାଦ ।
ଏସ ସି ଏଫ ଶ୍ରୀ ନିକେଶ ମହାପାତ୍ର ସାରା ଦିନ ଦଳ ସହ ରହି କମ୍ବଳ ବିତରଣ ରେ ବିଭିନ୍ନ ସ୍ଥାନ କୁ ଯାଇ ଅକ୍ଲାନ୍ତ ସହଯୋଗ କରିଥିଲା ବେଳେ ରେଂଜର ଅରବିନ୍ଦ ନାୟକ ବନପାଳ ଉତ୍ତମ ମହାନ୍ତ ପଂଚାନନ ଗିରି ଡି ଇ ଓ ମାନସ ମହାନ୍ତ ବନରକ୍ଷୀ ଓ ଗାଡିଚାଳକ ଭାଇ ଅନିଲ ମହାନ୍ତ ରୋଷାଇ କରିବାକୁ ସମସ୍ତ ବ୍ୟବସ୍ଥା କରିବା ସହ ଆମ କୁ ପ୍ରତେକ ଟି ସହଯୋଗ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ସମସ୍ତେ … ଅନୁରୋଧ ରକ୍ଷ କରି ଏସ ଏଫ୍ ସାର ଙ୍କ ସହ ସମସ୍ତ କର୍ମଚାରୀ ପାଙ୍ଗତ ରେ ବସି ଭାତ ଡାଲମା ସମାଜସେବୀ ଙ୍କ ସହ ବସି ଆନନ୍ଦ ବଜାର ରେ ଖାଇବା ରେ ବଢିଥିଲା ସମସ୍ତ ଙ୍କ ଉତ୍ସାହ । ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସଚିବ ଓ ପି ପି ସି ଏଫ ( ଓ୍ବାଇଲ୍ଡ ଲାଇଫ) ଙ୍କ ସହଯୋଗ ପାଇଁ ଦଳରେ ଥିବା ସମସ୍ତ ସଦସ୍ୟ ସଦସ୍ୟା ଜଣେଇଥିଲେ କୃତଜ୍ଞତା ତେବେ କର୍ଯ୍ୟଲ୍ରମ ପାଇଁ ସମସ୍ତ ସହଯୋଗ କରିଥିବା ବିଶିଷ୍ଟ ସାମ୍ବାଦିକ ଅମ୍ବିକା କାନୁନଗୋ ଙ୍କୁ ମଧ୍ୟ ସମସ୍ତେ ସାଧୁବାଦ୍ ଜଣାଇଥିଲେ

Leave A Reply

Your email address will not be published.

twenty − seven =