ଭଏସ ଅଫ୍ କମନ୍ସ

ଛବିରେ ଖବର

ଓଳେଇଲେ ଓଳାଶୁଣି

ଓଳସୁଣି ଯାତ୍ରା ପରେ ସାହା ସାମାଜିକ ସଂଗଠନ ନେତୃତ୍ବରେ

ସମାଜସେବୀ ଙ୍କ ଦ୍ଵାରା ସଫେଇ କାର୍ଯକ୍ରମ

ଓଳେଇଲେ ଓଳାଶୁଣି..ଆଉ ହେଲା ମାନସ ମନ୍ଥନ..
୧୯ ଫେବ୍ରୁଆରୀ ୨୦୨୩ ସାହା ନ୍ୟୁଜ

🔶🔷⚫🔶🔷⚫🔶🔷 🔶🔷⚫🔶🔷
କୁଢ କୁଢ ପଲିଥିନ ଆଉ ଆବର୍ଜନା କୁ ଅପସାରଣ କରିବା କଣ ମେଳା ମେଲଣ ଆୟୋଜନ କରୁଥିବା ସଂଗଠନର ଉତ୍ତର ଦାୟିତ୍ବ ନୁହେଁ ? ସରକାରୀ ବ୍ୟବସ୍ଥା ଏଥିପାଇଁ କଣ ଆଧିକ ସମ୍ବେଦନ ଶୀଳ ହେବା ର ଆବଶ୍ୟକତା ନାହିଁ ? ସାଧାରଣ ଜନତା ଙ୍କୁ କିଏ କରେଇବ ସଚେତନ ? ବିଭତ୍ସ ଆବର୍ଜନା ରେ ବିକୃତ ହୋଇ ଯାଉଥିବା ପରିବେଶ ର ସୁରକ୍ଷା ପାଇଁ ଆବଶ୍ୟକତା ଅଛି ଏକ ମିଳିତ ପ୍ରୟାସ ର…
🔹 🔸 🔹 🔸 🔹 🔴 🔸 🔹 🔸 🔹
କଟକ ଜିଲ୍ଲା ଓ ଯାଜପୁର ଜିଲ୍ଲା ର ସୀମାରେ ପ୍ରସିଦ୍ଧ ଓଲାସୁନି ମେଳା ପରେ ଏଠାକୁ ଲକ୍ଷ୍ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ଯାତ୍ରା ପରେ କୁଢ଼ କୁଢ଼ ଅଳିଆ ଆସନ ଜମା ହେଉଥିବାରୁ ପ୍ରତିବର୍ଷ ପରି ସାହା ଏସ ସଂଯୋଜନାରେ ଏଥର ଓଳାଶୁଣି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଜାଗର ଓ ଉପବାସ ସତ୍ବେ ସକାଳ ୬ ଟାରୁ ପ୍ରାୟ ୬୦ଜଣ ଯୁବ ପରିବେଶ କର୍ମୀ ଙ୍କ ନେତୃତ ରେ ସାହା ର ସଂଯୋଜନା ରେ ସ୍ବଛତା ର ଏହି ନୀରବ କ୍ରାନ୍ତି ରେ ଯୋଗ ଦେଲେ ମାହାଙ୍ଗା ସମାଜସେବା ସଂଗଠନ ର ସେବାନିବୃତ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀ ରବିନ୍ଦ୍ର ମହାନ୍ତି ସୁଟୁ ଘୋଷ ପୁର୍ବତନ ବାୟୁ ସେନା ର ଅଧିକାରୀ ରବି ସିହ୍ନା ନିର୍ବାଣ ରୁ ରାଜେଶ ବାବୁ ସାମ୍ବାଦିକ ପ୍ରକାଶ ରାଊଳ ସାହିତ୍ୟିକ ସୁଶାନ୍ତ ବାବୁ ସତ୍ୟମେବ ଜୟତେ ରୁ କବି ମାନସ ଦାଶ ଓ ଅଭିଯାନରୁ ଅକ୍ଷୟ ମହାନ୍ତି ।
ଅରକ୍ଷିତ ସେବା ସଂଘ ପକ୍ଷରୁ ଯୁବ ସମାଜ ସେବୀ କ୍ଷିତିଶ ସିଂ ଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ।
ସବୁ କର୍ମ ବ୍ୟସ୍ତତା ଭିତରେ ସାମାଜିକ ଗଣମାଧ୍ୟ୍ୟମ ର ଖବର ରେ ପ୍ରଭାବିତ ହୋଇ କଟକର ସଫଳ ବ୍ୟବସାୟୀ ତଥା ପ୍ରକୃତି ପ୍ରେମୀ ଦୀନେଶ ଗୁପ୍ତା ମହୋଦୟ (ଦୀନେଶ ଭାଇ) ସକାଳୁ ଆସି ସ୍ବଛତା ସେବା ର ଏହି ଅଭିଯାନକୁ ସଫଳ କରିଥିଲେ ।

ତେବ ଯୁବ ପରିବେଶ କର୍ମୀ ନୈାବାହିନୀର ସେବା ନିବୃତ୍ତ ଅଧିକାରୀ ଭାରତ ଭୁଷଣ ପଟନାୟକ ଇଂ ସତ୍ୟବ୍ରତ ମହାନ୍ତି ଗଛ କିଶୋର ଭାରତୀୟ ରେଳ ରୁ ଅଧିକାରୀ ରମେଶ ମହାନ୍ତି ରାଜ୍ୟ ସଚିବାଳୟ ର ଅଧିକାରୀ ବିକାଶ ସୁତାର ଜୋଡା ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ରୁ ଅଧ୍ୟ୍ୟାପକ ଅନିଲ ଜେନା ଆଇ ଡି ବି ଆଇ ର ମୁଖ୍ୟ ପରିଚାଳକ ସୁଧାଂଶୁ ରାଉତ ମିଟୁ ଭାଇ ଟୁବ ଭାଇ ରଂଜନ ଦାଶ ଦୀପକ ସାହୁ ସାଲେପୁର ଫାର୍ମାସୀ ମହାବିଦ୍ୟାଳୟ ରୁ ମୁଖ୍ୟ ଗ୍ରନ୍ଥାଗାରିକ ଦେବାଶୀଷ କର ଇଂ ଚିତ୍ତରଂଜନ ସ୍ବାଇଁ ଅଧିବକ୍ତା ଟି ନୃସିଂହ ଧନଂଜୟ ଦାସ
ସନ୍ତାେଷ ଓଝା ମନୋରଂଜନ ନାୟକ ସହଯୋଗୀ ପ୍ରଫେସର ସାହିତ୍ୟିକ ଡକ୍ଟର ବିବେକାନନ୍ଦ ସିଂ ସମାଜସେବୀ ସୁଶୀଳ ପଣ୍ଡା ପ୍ରଦୀପ ସୁତାର ଗୋବିନ୍ଦ ମହାନ୍ତି ବିଶିଷ୍ଟ ଫିଜିଓଥେରାପିଷ୍ଟ ଓ ନୈାବାହିନୀ ର ସେବାନିବୃତ୍ତ ଡାକ୍ତର ମହେନ୍ଦ୍ର ଦାସ ଙ୍କ ଉତ୍ସର୍ଗୀକୃତ
ସହଯୋଗରେ ମହାପୁରୁଷ ଅରକ୍ଷିତ ଦାସ ଙ୍କ ସାଧନା ଓ ସମାଧୀ ପୀଠ ପ୍ରସିଦ୍ଧ ଓଳାଶୁଣୀ ରୁ ସ୍ବଛତା ପାଇଁ ବିନମ୍ର ପ୍ରୟାାସ ଟି କରିବା ସହ ଏକ ମାନସ ମନ୍ଥନ ରେ ଅନେକ କିଛି ପ୍ରସ୍ତାବ ରେ ତର୍କ ଓ ବିତର୍କ କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଗଲା..
ସନ୍ଥ ଚିତ୍ତରଂଜନ କର ଙ୍କ ନେତୃତ ରେ ପ୍ରସାଦ ସେବା ଓ ଜଳଯାେଗ ଏକ ଦିବ୍ୟ ଆନନ୍ଦ ରେ ସମସ୍ତଙ୍କୁ କରିଥିଲା ଆହ୍ଲାଦିତ.. ଓ
ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତି ନେଇ ମିଳିତ ଭାବରେ ପରିବେଶ ର ସୁରକ୍ଷା ପାଇଁ ଏକ ନୁତନ ଅଭିଯାନର .ହେଲା ଅଧିବାସ

ଛବିରେ ଖବର

Leave A Reply

Your email address will not be published.

five × 4 =