ଛବିରେ ଖବର

ଚକ୍ରାନ୍ତ ର ଚୌହଦି ରେ ଆଉ ଜଣେ ଅଭିମନ୍ୟୁ

ବୈଜ୍ଞାନିକ ଡକ୍ଟର ନମ୍ବିନରୟଣ୍

ତାଙ୍କର ଦୋଷ ଥିଲା ଏତିକି ଯେ ସେ ଦେଶ ପାଇଁ କ୍ରୟୋଜନିକ୍ ଇଞ୍ଜିନ ପ୍ରସୂତ କରୁଥିଲେ ।ଆଉ ଦେଶ ର କିଛି ଗୃହବେଡି ବିଭୀଷଣ ଙ୍କ ପାଇଁ ତାଙ୍କୁ ଦେଶ ଦ୍ରୋହି ସଜେଇ ଦିଆଗଲା ।ମିଳିଲା ନିର୍ଯାତନା ଘୃ ଣା।ପରେ ସେ ହେଲେ ଦୋଷ ମୁକ୍ତ ।

ଗୀରିଫ ବେଲ ରେ ଦୁଃଖଦ ମୁହୂର୍ତ୍ତ

1

ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ହେଲେ ସମ୍ମାନିତ

Leave A Reply

Your email address will not be published.

three × 4 =