Daily Archives

October 13, 2024

ବାଲିଯାତ୍ରା ଓଡ଼ିଆ ଯୁବକ ଓ କିଶୋରଙ୍କ ପାଇଁ ହେଉ ଚେତନା ର ଚଉହଦି ରୁ ବାଇମୁଣ୍ଡି ର ବାରବାଟି କଟକ କୁ ନିରୀଖେଇ ଦେଖିଲେ ମହାନଦୀ ର ତରଙ୍ଗାୟିତ ଛାତି ଉପରେ ଇତିହାସ ର ଝରକା ରୁ ଝଲମଲ ଦିଶେ ବୋଇତ ବନ୍ଦାଣ ର ଦୃଶ୍ୟ । ସ୍ମୃତି ର ସଙ୍ଗୀତ ରେ ରହି ରହି ଶୁଭେ ସାଧବାଣୀ ର ଶଙ୍ଖ