Daily Archives

October 10, 2024

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ଅକ୍ଟୋବର୧୦ ରୁ ଖୋଲିଲା ଓଡ଼ିଶାର ବିପୁଳ ଜୈବ ବିବିଧତା ଓ ପର୍ଯ୍ୟଟନ ର ପ୍ରସିଦ୍ଧ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ।ଏସିଆ ମହାଦେଶ ର ଏହି ଦୁ ତି ୟ ସର୍ବ ବୃହତ୍ ଜୈବ ବିବିଧତା ର ବିସ୍ତୃତ ଅଞ୍ଚଳ ପାହାଡ ଜଙ୍ଗଲ ଝରଣା ନଦୀ ଓ ପ୍ରାକୃତିକ ଜିଁବ ଜନ୍ତୁ

ଅସ୍ତରଂଗ ଥାନା ଅଞ୍ଚଳ ରେ ଏକ ମାମଲା ରେ ସାଖ୍ୟ ପ୍ରମାଣ ଅଭାବରୁ ଅତିରିକ୍ତ ଦୌରା ଜଜ ଆଡହକ ତଥା ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ରାମନାଥ ପଣ୍ଡା ମାମଲା ର ଶୁଣାଣି ପରେ ଅଭିଯୁକ୍ତ କାହୁଁ ଚରଣ ବେହେରା ୨୮ ଙ୍କୁ ଖଲାସ କରି ଦେଇଛନ୍ତି ।ବାହାଘର ହେବାକୁ ପ୍ରତିଶ୍ରୁତି ଦେଇ କାହୁଁ