Daily Archives

June 13, 2024

ହାରି ବି ହୃଦୟ ଜିତିଲେ ନବୀନ ନବୀନ କେବଳ ନବୀନ । ଧୋବ ଫରଫର ପରିପାଟୀ ରେ ହଳେ ଶ୍ଳିପର ଚପଲ ରେ ସବୁଦିନ ସେମିତି ନୂଆ , ସ୍ଥିତପ୍ରଜ୍ଞ ,ଅବିଚଳିତ । ନାଁ ଥାଏ ବିଜୟ ର ଅହଙ୍କାର ନାଁ ପରାଜୟ ର ଗ୍ଲାନି । ତାଙ୍କ ଓଠ ରେ ସେମିତି ଝରି ପଡେ ନିରୀହ ହସ ଧାରେ। ନୀରବ ଆଉ ନିର୍ବିକାର