Daily Archives

June 9, 2024

ମୋହନ ମଝିଁ ଙ୍କ ନାଁ ରେ ବାଜିଲା ମୋହର । ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ୧୨ ଜୁନ ରେ ଜନତା ମଇଦାନ ରେ ନେବେ ଶପଥ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ଙ୍କ ସମେତ ଦେଶ ର ବହୁ ମନ୍ତ୍ରୀ ,ମୁଖ୍ୟ ମନ୍ତ୍ରୀ । ଚାରି ଥର ବିଧାନସଭା କୁ ନିର୍ବାଚିତ ହୋଇଥିବା ମୋହନ ମଝି ଜଣେ ଦକ୍ଷ ରାଜନେତା