Daily Archives

June 8, 2024

ସାହିତ୍ୟ ଚେତନା ରେ ଗଳ୍ପ ଗପ ରେ ରହିଛି ଗହନ କଥା ଗୋଟେ ରାଇଜ ଥିଲା । ସେଇ ରାଇଜ ର ସମୁଦ୍ର କୁଳ ରେ ବଡ଼ ଠାକୁର ଙ୍କର ମନ୍ଦିର ଟିଏ ବି ଥିଲା । ସେ ରାଇଜ ର ଅଧିବାସୀ ମାନେ ଠାକୁର ଙ୍କୁ ବହୁତ ମାନୁଥିଲେ ଆଉ ଭକ୍ତି କରୁଥିଲେ । ହଠାତ୍ ପଚିଶ ବର୍ଷ ତଳେ ଗୋଟିଏl