Daily Archives

June 1, 2024

ବଢୁଛି ତାପମାତ୍ରା କଟୁଛି ଗଛ ଏବେ ଦେଶ ର ବିଭିନ୍ନ ସ୍ଥାନ ରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଦିନ କୁ ଦିନ ବଢି ବଢି ତାପମାତ୍ରା ଦିଲ୍ଲୀ ରେ ପଚାଶ ଡିଗ୍ରୀ କୁ ଟପିଚ୍ଛି ।ରାଜ୍ୟ ରେ ମଧ୍ୟ ଉପକୂଳ ଅଞ୍ଚଳ ଗୁଲୁ ଗୁଳି ରେ ସୀଝୁ ଥିଲା ବେଳେ ପଶ୍ଚିମ ଅଞ୍ଚଳ ରେ ପ୍ରବଲ ଅଂଶୁଘାତ ।