Daily Archives

October 26, 2023

ଅନ୍ତରଙ୍ଗ ଅନୁଭୂତିର ଅନ୍ତସ୍ୱର ହୃଦରୋଗ ଡ଼ାକ୍ତର ପ୍ରଭାତ ବାବୁ, ଜଣେ ଦେବତୁଲ୍ୟ ଚିକିତ୍ସକ ଅମ୍ବିକା କାନୁନଗୋ ଙ୍କ ର ଅନ୍ତରଙ୍ଗ ଅନୁଭୂତିର ଆଲେଖ୍ୟ ମୋର ସ୍ବାସ୍ଥ୍ୟ ଗତ କାରଣରୁ ଆଜି ତା ୧୬ ଅକ୍ଟେବର ୨୦୨୩ ରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଯାଇଥିଲି।