Daily Archives

May 26, 2023

ଭଏସ ଅଫ କମନ୍ସ

ଗଞ୍ଜେଇ ଚାଲାଣ ଅଭିଯୋଗରେ ସିପାହୀ ଙ୍କୁ ବହିଷ୍କୃତ କଲେ ଅବକାରୀ କମିଶନର ଭୁବନେଶ୍ୱର ,,୨୭ ଜୁଲାଇ ଅବକାରୀ ବିଭାଗରେ କନେଷ୍ଟବଳ ପବବୀରେ ଥାଇ ଗଞ୍ଜେଇ କାରବାରରେ ଧରାପଡିଥିବା କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଚାକିରିରୁ ବିଦା କରିଛନ୍ତି

ମା ଲାଗିଛନ୍ତି ମୁଲ – ସଂଘର୍ଷ ଭିତରେ ଦିବ୍ୟା ଆ ଇ ପି ଏସ ରୁ ହେଲେ ଆ ଏଇ ଏସ

କଠିନ ପରିଶ୍ରମ କେବେ ବି ବୃଥାଯାଏ ନାହିଁ ବୋଲି ପ୍ରମାଣିତ କରିଛନ୍ତି ହରିୟଣା ମହେନ୍ଦ୍ରଗଡ୍ ର ଝିଅ ଦିବ୍ୟା ତନୱାର୍। ପ୍ରତିକୁଲତାର ପାହାଡ଼ ଲଦି ହୋଇପଡିଲେ ବି ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ି କିଛି ଗୋଟେ ନୂଆ କରିବା ଲାଗି ସେ ନେଇ ଥିବା ଶପଥ କୁ ଏଇ ବର୍ଷ ଆଇ ଏ ଏସ ପାଇ ସେ ଦେଖେଇ