ରାଜ୍ୟ ର ଅବସର ପ୍ରାପ୍ତ କର୍ମୀଚାରି ଙ୍କ ପାଇଁ ମାର୍ଗଦର୍ଶିକା

ରାଜ୍ୟ ର ଅବସରପ୍ରାପ୍ତ କର୍ମଚାରୀ ଙ୍କ ପାଇଁ ପୁନ ନିଯୁକ୍ତି ର
ମାର୍ଗଦର୍ସିକା କୁ ମୋହନ ସରକାର ଜାରି କରୁଛନ୍ତି । ଏଥିଲାଗି ପୁନଃ ନିଯୁକ୍ତି ଚୟନ କରିବ କମିଟି ରେ , ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ, ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିବାକୁ ବ୍ୟବସ୍ଥା ଥିଲା ବେଳେ ୬୫ ବର୍ଷରୁ କମ୍‌ ଓ ଚାକିରୀ ରେ ଭଲ ସି ସି ଆର ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବା ର ବ୍ୟବସ୍ଥା କରାଯାଇଛି । ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ଥିବା ଜରୁରୀ ହୋଇଥିଲା ବେଳେ ତାଙ୍କ ଉପରେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଆବଶ୍ୟକ ବୋଲି କୁହାଯାଇଛି । ପୁନଃ ନିଯୁକ୍ତି ବେଳେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।
ଏହି ପୁନଃ ନିଯୁକ୍ତି ପ୍ରକ୍ରିୟା ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ ବୋଲି ଏସ ଓ ପି ରେ ବ୍ୟବସ୍ଥା ରହିଛି । ସମୁଦାୟ ପଦବୀ ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିଵ ବୋଲି କୁହା ଯାଉଛି ।

Leave A Reply

Your email address will not be published.

10 + 1 =