ନିଶ୍ଚିନ୍ତକୋଇଲି ବସ ସହ ସ୍କୁଟି ଦୁର୍ଘଟଣା

ସାଲେପୁର

କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ରେ ଏକ ନାଲି ରଙ୍ଗ ଏ ସ୍କୁଟି କୁ ଧକ୍କା ଦେଲା ନାୟକ ନାମକ ଯାତ୍ରୀବାହୀ ବସ

ଉଭୟେ କଟକ ଅଭିମୁଖେ ଯିବା ସମୟରେ ନିଶ୍ଚିନ୍ତକୋଇଲି ବଜାର ରେ ଧକ୍କା ହୋଇଥିଲା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ଚାଳକକୁ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲା । ସେଠାରେ ସ୍କୁଟି ଆରୋହୀ ଗୁରୁତର ହେବାରୁ ଡାକ୍ତର ତାକୁ କଟକ ବଡ ମେଡ଼ିକାଲକୁ ତୁରନ୍ତ ପଠାଇ ଦେଇଛନ୍ତି l

Leave A Reply

Your email address will not be published.

four × one =