ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଅକ୍ଟୋବର୧୦ ରୁ ଖୋଲିଲା ଓଡ଼ିଶାର ବିପୁଳ ଜୈବ ବିବିଧତା ଓ ପର୍ଯ୍ୟଟନ ର ପ୍ରସିଦ୍ଧ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ।ଏସିଆ ମହାଦେଶ ର ଏହି ଦୁ ତି ୟ ସର୍ବ ବୃହତ୍ ଜୈବ ବିବିଧତା ର ବିସ୍ତୃତ ଅଞ୍ଚଳ ପାହାଡ ଜଙ୍ଗଲ ଝରଣା ନଦୀ ଓ ପ୍ରାକୃତିକ ଜିଁବ ଜନ୍ତୁ ଙ୍କ ବିଚରଣ ଭୂମି ହୋଇଥିଲା ବେଳେ ଏହି ବର୍ଷ ଶିମିଳିପାଳ ର ପର୍ଯ୍ୟଟନ ସ୍ଥଳୀ ବାରେହି ପାଣି ଜଳ ପ୍ରପାତ ଚହଲା ପ୍ରଭୃତି ଅଞ୍ଚଳ ବୁଲିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଥିଲା ବେଳେ ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ ଦିଆସିଲି ପ୍ରଭୃତି ନେବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.