ହତ୍ୟା ପାଇଁ ନୂଆ ଆଇନ ରେ ବ୍ୟବସ୍ଥା

ଜୁଲାଇ ୧ ରୁ ପରିବର୍ତ୍ତନ ହୋଇଛି କିଛି ଆଇନ । ଆଶା କରାଯାଉଛି ଯେ ଏହା ଦ୍ବାରା ଶୀଘ୍ର ନ୍ୟାୟ ମିଳି ପାରିବ ।ତେବେ ଭାରତୀୟ ଦଣ୍ଡ ବିଧି ସଂହିତା କୁ ବଦଳାଇ ଭାରତୀୟ ନ୍ୟାୟିକ ସଂହିତା ରେ ରୂପାନ୍ତରିତ କରାଯାଇଛି । ୩୫୮ ଟି ଧାରା କୁ ନେଇ ବି ଏନ ଏସ ରେ ବ୍ୟବସ୍ଥା ଥିଲା ବେଳେ ଆଗରୁ ଥିବା ଆଇନ ରେ ୫୧୧ ଟି ଧାରା ଥିଲା ।

ଏବେ ଏଥିରେ ୨୦ଟି ନୂଆ ଅପରାଧ ବି ଏନ ସି ଯୋଡ଼ି ଦିଆଯାଇଥିଲା ବେଳେ ୩୩ ଟି ଅପରାଧ ପାଇଁ ଅଧିକ କାରା ଦଣ୍ଡ ର ବ୍ୟବସ୍ଥା କରାଯାଇଛି ।

୨୩ ଟି ଅପରାଧ ରେ ଅନିବର୍ୟ୍ଯ ନ୍ୟୁନ ତମ ଦଣ୍ଡ ର ବ୍ୟବସ୍ଥା ରହିଛି ।

ବି ଏନ ସି ଧାରା ୧୦୩ ରେ ହତ୍ୟା ଅପରାଧ କୁ ବାଖ୍ୟା କରାଯାଇଥିଲା ବେଳେ ୧୦୩(୧) ରେ ହତ୍ୟା ପାଇଁ ଅପରାଧୀ କୁ ମୃତ୍ୟୁ ଦଣ୍ଡ ଅବା ଜୋରିମାନା ସହ ଆଜୀବନ କାରା ଦଣ୍ଡ ର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.