Daily Archives

May 28, 2022

ବ୍ୟଙ୍ଗ କବିତା…ବାଳୁଙ୍ଗା ବଚନ

ଛାଡଖାଇ ମା ଛେଳି ପାଖେ କାନ୍ଦି କାନ୍ଦି ଆସି ଛୁଆ ଛେଳୀ ଟିଏ କହିଲା ଛାଡ ଖାଇ ଆସେ ମୋ ଦିନ କାଳ କାଲି ଠାରୁ ମା ସଇଲା ମିଛ ସରାଗ ରେ ମାଲିକ ପାଳିଲା କଂସେଇ କୁ ଏବେ ଦଉଛି ପଇସା କେଇଟା ପାଇବା ପାଇଁକି କେମିତି ପାଷାଣ ହଉଛି