ଭୁବନେଶ୍ୱର ରେ ପୁଲିସ ଡି ଜି ପି ଓ ଆଈ ଜି ସମ୍ମିଳନୀ

ଭୁବନେଶ୍ୱର ୨୮/୧୧/

,ଭୁବନେଶ୍ୱର ରେ କଡ଼ା ସୁରକ୍ଷା ବଳୟ ଭିତରେ ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ। ଏଥିରେ ସାରା ଦେଶର ଡିଜିପି-ଆଇଜିପି ମାନେ ଯୋଗ ଦେଇ ଥିଲା ବେଳେ ଲୋକସେବା ଭବନରେ ସମ୍ମିଳନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ତେବେ ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲା ବେଳେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସମ୍ମିଳନୀରେ ବିଚାର ବିନିମୟ ପ୍ରସ୍ତୁତ ହେବ।
ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ୫୯ ତମ ବୈଠକ ଆୟୋଜିତ ହେଉ ଥିବାରୁ ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେଉଛି । କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ଡିଜିପି, ଆଇଜିପି ଯୋଗ ଦେଇଛନ୍ତି ।ଏହି ସମ୍ମିଳନୀ ଖଲିସ୍ଥାନି ଙ୍କ ଟାର୍ଗେଟ ରେ ଥିବାର କିଛି ଗଣମାଧ୍ୟମ ରୁ ସୂଚନା ମିଳିଥିବାରୁ ରାଜ୍ୟ ପକ୍ଷରୁ କଡା ସୁରକ୍ଷା ର ଆୟୋଜନ କରାଯାଇଛି

Leave A Reply

Your email address will not be published.